ଶକାଦ୍ଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଶକ+ଅବ୍ଦ; ସଂସ୍କୃତରେ ଏହା ପ୍ରାୟଶଃ ବହୁ ବଚନରେ ପ୍ରଯୁକ୍ତ ହୁଏ) ସମ୍ପାଦନା

ଶକଜାତୀୟ ରାଜାଙ୍କଦ୍ୱାରା ପ୍ରବର୍ତ୍ତିତ ସମ୍ୱତ୍ସର —The era introduced by a Saka king.

[ଦ୍ରଷ୍ଟବ୍ୟ —ଶକରାଜା କନିଷ୍କ ୭୮: ଖ୍ରୀଷ୍ଟାବ୍ଦରେ ପେଶାବର ବା ପୁଷ୍ପପୁରରେ ରାଜତ୍ୱ ଆରମ୍ଭ କରିଥିଲେ ସେହି ଦିନଠାରୁ ଶକାଦ୍ଦ ଆରମ୍ଭ ହୋଇଅଛି ଜଗବନ୍ଧୁ. ପ୍ରାଚୀନ ଉତ୍କଳ ଏ ଅଦ୍ଦ ଖ୍ରୀଷ୍ଟଜନ୍ମର ୭୮: ବର୍ଷ ପରେ ଆରମ୍ଭ ହୋଇଥିଲା ଓ ବର୍ତ୍ତମାକ ମଧ୍ୟ ଭାରତରେ ଚଳୁଅଛି (ସନ ଦେଖ) କେହି କେହି କହନ୍ତି ଶାଳିବାହନ ଏ ଅବ୍ଦ ଚଳାଇଥିଲେ (ଶକ ତଳେ ଟୀକା ଦେଖ)]