ଶକଟୂବାହ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଶକଟଦ୍ୱାରା ବାହ୍ୟ—୩ୟା ତତ୍) ସମ୍ପାଦନା

ଶଗଡ଼ଦ୍ୱାରା ବୁହାଯିବା (ପଦାର୍ଥ); ଶକଟଦ୍ୱାରା ବହନ— ଯୋଗ୍ୟ (ଦ୍ରବ୍ୟ) —(thing) Which can be carried or removed by a cart.