ଲଖେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - ଓ ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ନଖ; ନଖ ଭିତରେ ଯେତିକି ରହିବ ସେତିକି) ଅତି ଅଳ୍ପ ମାତ୍ର; ଟିକିଏ —୧. Very s mall; tiny.
୨. (ସଂସ୍କୃତ - ଲକ୍ଷ)ଏକ ଲକ୍ଷ ସଂଖ୍ୟକ — ୨. Numbering one lakh.
୩. ଅସଂଖ୍ୟ — ୩. Countless.