ଲଖିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ଲକ୍ଷ୍ ଧାତୁ) ସମ୍ପାଦନା

୧. ଲକ୍ଷ କରିବା — ୧. To aim at.
୨. ଦୃଷ୍ଟି କରିବା — ୨. To see; to observe.
୩. ତୁଳନା କରିବା — ୩. To compare.