ରୁକିବା

ଉଚ୍ଚାରଣ

ସମ୍ପାଦନା
  • (file)

ପ୍ରାଦେଶିକ -(ବାଲେଶ୍ୱର)କ୍ରିୟାପଦ -

ସମ୍ପାଦନା
୧. ରୋକିବା (ଦେଖ) - ୧. Rokibā (See)
୨. [ଗଡ଼ଜାତ] ଢ଼ଳି ଦେବା; ଅଜାଡ଼ିବା; ଇଡ଼ିବା — ୨. To pour out; to spill.

[ଉ— ମାଠିଆରୁ ଗଡ଼ୁରେ ପାଣିକୁ ରୁକ]