ରକ୍ତ ମୁଖା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ରକ୍ତ ମୁଖ) ସମ୍ପାଦନା

୧. ଜୀବ ହତ୍ୟା କରି ତାହାର ରକ୍ତ ପିଇଥିବା ଯୋଗୁଁ ଯେଉଁ ହିଂସ୍ରର ମୁହଁ ରୁଧିରାକ୍ତ ହୋଇଥାଏ —୧. (an animal) Which has recently sucked blood of its victim and has its month smeared with blood.
୨. ରକ୍ତ ପିପାସୁ; ରକ୍ତ ଲୋଲୁପ —୨. Blood thirsty.

[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଅନ୍ୟମାନଙ୍କ ରକ୍ତ ଅପେକ୍ଷା ମନୁଷ୍ୟରକ୍ତ ସୁସ୍ୱାଦୁ ଯେଉଁ ବାଘ ଥରେ ମନୁଷ୍ୟ ମାରି ମନୁଷ୍ୟର ରକ୍ତର ସ୍ୱାଦ ପାଇଥାଏ ସେ ନରରକ୍ତଲୋଲୁପ ହୁଏ ଓ ମଣିଷଖିଆ ବାଘ ବୋଲି ବିଖ୍ୟାତ ହୁଏ ସେହି ବାଘକୁ ଲୋକେ କହନ୍ତି ' ଏ ବାଘ ରକ୍ତମୁଖା ହୋଇଛି"]

୩. ଋତୁମତୀ (ସ୍ତ୍ରୀ) — ୩. Menstruated (woman); in her menses.