ରକ୍ତ ପ୍ରଧାନ ଧାତୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ରକ୍ତ ପ୍ରାବଲ୍ୟ ଯୁକ୍ତ ଶାରୀରିକ ଅବସ୍ଥା — Sanguine temperament (characterised by softskin, ruddy complexion, blue eyes, auburn hair, frequent pulse, large veins, and vivid sensation.)

[ ଦ୍ର—ଏଥିର ଲକ୍ଷଣ— ଦେହର ବର୍ଣ୍ଣ ରକ୍ତାଉ, ପତଳା ଚମଡ଼ା, ଚିଲା ଆଖି, କହରାବାଳ, ନାଡ଼ିର ଶୀଘ୍ର ଗତି, ଦେହର ଶିରା ଟାଣି ହୋଇ ରହିବା]