ରକ୍ତ ପଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ରୋଗ ଯୋଗୁଁ ଦେହରୁ ରକ୍ତ ବାହାରିବା; ରକ୍ତସ୍ରାବ; ମୁଖବାଟେବା ଗୁହ୍ୟ ବାଟେ ବା ପ୍ରସ୍ରାବ ସଙ୍ଗେ ରକ୍ତସ୍ରାବ ହେବା —Bleeding due to disease; hemorrhage.

[ ଦ୍ର—ଗୁହ୍ୟ ବାଟେ ରକ୍ତ ପଡ଼ିବା—ଅର୍ଶଃ, ଗୁହ୍ୟଃ, ଗୁହ୍ୟାର୍ଶଃ ପ୍ରସ୍ରାବ ବାଟେ ରକ୍ତ ପଡ଼ିବା—ରକ୍ତ ମେହ ସ୍ତ୍ରୀମାନଙ୍କର ଅସ୍ୱାଭାବିକ ରକ୍ତସ୍ରାବ—ରକ୍ତପ୍ରଦର ନାକ ବାଟେ ରକ୍ତ ପଡ଼ିବା—ପୀନସ ପାଟି ବାଟେ ରକ୍ତ ପଡ଼ିବା—ରକ୍ତବାନ୍ତି ଦାନ୍ତରୁ ରକ୍ତ ପଡ଼ିବା—ସରସା, ଦନ୍ତାର୍ଶଃ ଝାଡ଼ା ସଙ୍ଗେ ରକ୍ତ ପଡ଼ିବା—ରକ୍ତାମାଶୟ, ରକ୍ତାତିସାର ଖଙ୍କାର ବା ଶିଙ୍ଘାଣି ସଙ୍ଗେ ରକିତ ପଡ଼ିବା—ରାଜଯକ୍ଷ୍ମା]

୨. ହାତର ବା ଗୋଡ଼ର ଅଂଶ ବିଶେଷ ହଠାତ୍ ଫୁଲିଯିବା; ରକ୍ତ ଗଡ଼ିବା —୨. Temporary swelling of any part of the limb; affection of the glands.