ରଉଆଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

[ରବାଦ୍(ଜ୍)—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଆରବୀ - ରିବାଜ୍) ସମ୍ପାଦନା

୧. ରବୟା; ଅବସ୍ଥା —୧. Condition; state.
୨. ରବୟା; ଅବସ୍ଥା; ହାଲ —୨. State of things; state of events.
୩. ସମୟ; କାଳ — ୩. Time.