ରଇ ଜଳେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ରଇ ଲଗା (ଗେ) ଇବା—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଚିତାଗ୍ନିର ପ୍ରଜ୍ୱଳନ କରିବା —୧. To set fire to the funeral pyre.
୨. କାଠଗଦା କରି ତହିଁରେ ନିଆଁ ଲଗାଇବା —୨. To set fire to a heap of wood.
୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର କ୍ରୋଧାଗ୍ନି ଉଦ୍ଦୀପ୍ତ ହେବାର କାରଣ ହେବା — ୩. (figurative) To cause a person's wrath; to exasperate a person.