ଯନ୍ତ୍ରକ
ଯନ୍ତ୍ରକ
ଉଚ୍ଚାରଣ
ସମ୍ପାଦନା(ଯନ୍ତ୍ରିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଯନ୍ତ୍ର+ସ୍ୱାର୍ଥେ କ)
ସମ୍ପାଦନାଯନ୍ତା (ଦେଖ) - —J̄antā (See)
- ୧. ଯନ୍ତ୍ରକାଷ୍ଠ; କୁନ୍ଦ —୧. A lathe; turner's wheel.
- ୨. ପେଷଣ ଯନ୍ତ୍ର; ଚକି —୨. A hand- mill.
- ୩. ଘାଆ ଆଦିରେ ବନ୍ଧା ଯିବା ପଟ୍ଟୀ — ୩. Ligature; bandage.
- ୪. (ଯନ୍ତ୍ରଧାତୁ+ଭାବ. ଅକ)—ବେଦନା; ବ୍ୟଥା; କୃଷ୍ଟ —୪. Pain; anguish.
- ୫. ବାନ୍ଧିବା —୫. Binding.
- ୬. ଅଟକାଇ ରଖିବା —୬. Restraining; confining.
- ୭. ନିବାରଣ —୭. Checking.
- ୮. ଶାସନ —୮. Controlling.
- ୯. ପୁଲିଙ୍ଗ - (ଯନ୍ତ୍ର ଧାତୁ+କର୍ତ୍ତୃ ଅକ)— ଯନ୍ତ୍ର ପରିଚାଳାକ —୯. A mechanist; engineer (Apte).
- ୧. ଶାସକ; ନିୟାମକ — ୧୦. Controller; restrainer; regulator (Apte).
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
ସମ୍ପାଦନା- ୧. ଯନ୍ତ୍ର ପରିଚାଳନକାରୀ — ୧. Managing or driving a machine.
- ୨. ନିଯନ୍ତ୍ରଣକାରୀ —୨. Controlling.