ଯଥା ଯଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି. ବିଶେଷଣ - (ଯଥା+ଯଥା) ସମ୍ପାଦନା

୧. ଯେଉଁ ଯେଉଁଠାରେ — ୧. At whatever places.
୨. ଭିନ୍ନ ଭିନ୍ନ ସ୍ଥାନରେ —୨. At different places.
୩. ଯେଉଁ ଯେଉଁ ପ୍ରକାରେ —୩. In various ways or manners.