ଯଥା ଦେହେ ତଥା ଦେବେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବାକ୍ୟାଂଶ ସମ୍ପାଦନା

ମନୁଷ୍ୟର ଦେହରେ ଯେପରି; ଦେବତାଙ୍କଠାରେ ମଧ୍ୟ ସେହିପରି; ମନୁଷ୍ୟ ଈଶ୍ୱରଙ୍କ ବା ଦେବତାଙ୍କଠାରେ ଆପଣାର ଦେହ ଓ ଅନୁଭୂତି ଅନୁସାରେ ଗୁଣ ଆଦି କଳ୍ପନା କରିବାର ପ୍ରଣାଳୀ —Anthropomorphism; anthropometry; ascribing human form and attributes to the Deity.