ଯଥା ତଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ପୁରାବୃତ୍ତ; ପ୍ରାଚୀନ ଇତିହାସ —୧. Ancient history.
୨. କୌଣସି ବିଷୟର ସମଗ୍ର ପ୍ରକୃତ ବିବରଣ —୨. A narrtive or particulars or details of any thing; a detailed or minute account.

ବିଶେଷଣ - ସମ୍ପାଦନା

ଯଥାର୍ଥ; ପ୍ରକୃତ —Actual; true. exact; accurate.

କ୍ରି.ବିଶେଷଣ - ସମ୍ପାଦନା

ଯେଉଁ ପରି ଘଟିଥିଲା; ସେହିପରି —୧. As it happened; exactly; precisely.

୨. ଉଚିତ ରୂପେ —୨. Properly; fitly.

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଯଥା ତଥା) ସମ୍ପାଦନା

ଯେନକେନ ପ୍ରକାରେ —Anyhow.