ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଯଥା ଜାତ
ଭାଷା
ଦେଖିବେ
ସମ୍ପାଦନା
ଯଥା ଜାତ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— J̄athā jāta
ଆଇ.ପି.ଏ.
— dʒˈʌtʰa ɟˈato
ସଂସ୍କୃତ - ବିଶେଷଣ - (ଯଥା=ଯେପରି+ଜାତି=ଉଦ୍ଭୂତ)
ସମ୍ପାଦନା
୧. ଅସଭ୍ୟ; ବର୍ବର —୧. Barbarian; Uncivilised.
୨. ବନ୍ୟ —୨. Wild.
୩. ହୀନ; ନିକୃଷ୍ଟ; ନୀଚ —୩. Inferior; low; mean.
୪. ମୁର୍ଖ —୪. Ignorant.
୫. ନିର୍ବୋଧ —୫. Foolish; stupid.