ଯଥା ଜାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଯଥା=ଯେପରି+ଜାତି=ଉଦ୍ଭୂତ) ସମ୍ପାଦନା

୧. ଅସଭ୍ୟ; ବର୍ବର —୧. Barbarian; Uncivilised.
୨. ବନ୍ୟ —୨. Wild.
୩. ହୀନ; ନିକୃଷ୍ଟ; ନୀଚ —୩. Inferior; low; mean.
୪. ମୁର୍ଖ —୪. Ignorant.
୫. ନିର୍ବୋଧ —୫. Foolish; stupid.