ଯଥା ଗତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି. ବିଶେଷଣ - (ଅବ୍ୟୟୀଭାବ ସମାସ; ଯଥା+ଆଗତ) ସମ୍ପାଦନା

୧. ଯେଉଁ ରୂପେ ଉପସ୍ଥିତ ବା ଆଗତ — ୧. As it came.
୨. (ଯଥା+ଗତ) ଯେଉଁ ରୂପେ ଗତ ବା ପ୍ରସ୍ଥିତ —୨. As it went.
୩. ଯେଉଁ ରୂପେ ଅତୀତ —୩. As it passed.
୪. (ଯଥା+ଆଗତ) ଯେଉଁ ବାଟେ ଆସିଥିଲା ସେହି ବାଟେ —୪. In the same way as one had come.

ସଂସ୍କୃତ - ବିଶେଷଣ - ସମ୍ପାଦନା

ନିର୍ବୋଧ; ମୂର୍ଖ —Foolish; stupid (Apte).