ଯଥା କ୍ରମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି.ବିଶେଷଣ - (ଅବ୍ୟୟୀଭାବ ସମାସ; କ୍ରମକୁ ଅତିକ୍ରମ ନକରି) ସମ୍ପାଦନା

କ୍ରମ ଅନୁସାରେ; କ୍ରମାନ୍ୱୟରେ; କ୍ରମାନୁରୂପେ — In proper seqence; respectively; successively; in regular order.