ଯଥା କଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଯଥକେତା, ଯଥା କେଥା—ଗ୍ରାମରୂପ)

ଦେଶଜ - କ୍ରି. ବିଣ—(ସଂସ୍କୃତ - ଯଥା କଥଂ) ସମ୍ପାଦନା

୧. ଯଥା କଥଞ୍ଚିତ୍ (ଦେଖ) - —J̄athā kathan̄chit (See)
୨. (ସଂସ୍କୃତ - ଯଥା କଥିତ) କହିବା ଅନୁସାରେ; କଥା ମୁତାବକ ୨. According to what was told.

[ଉ— ଯଥା କଥା କରି ତାକୁ ଜଣାଣ, ଲେଖିବା ତୁଳିକ କାଗଜ ଆଣ ଭଞ୍ଜ. ଲାବଣ୍ୟବତୀ]

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଯେତେ— ଦୂର ସମ୍ଭବ ତେତେ —As much as (Apte).