ଯଥାର୍ଥ
ଯଥାର୍ଥ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
=== ସଂସ୍କୃତ - ବିଶେଷଣ -(ଯଥାଭୂତ ଅର୍ଥ=ଯଥାର୍ଥ; ଯଥା=ଯଥା— ଭୂତ୍+ଅର୍ଥ=ସତ୍ୟ ଯହିଁରେ; ବହୁବ୍ରୀହି)
- ୧. ବାସ୍ତବିକ; ପ୍ରକୃତ; ସତ୍ୟ —୧. True; actual real.
- ୨. ନିଶ୍ଚିତ —୨. Certain.
- ୩. (ସ୍ୱରୂପକୁ ଅତିକ୍ରମ ନ କରି; ଅବ୍ୟୟୀଭାବ) ଉପଯୁକ୍ତ — ୩. Proper; appropriate.
- ୪. ଯୋଗ୍ୟ —
୪. Fit.
- ୫. ପ୍ରକୃତ ଅର୍ଥ ଅନୁସାରେ —୫. Conformable to the true meaning or sense.
କ୍ରି. ବିଶେଷଣ - ସମ୍ପାଦନା
- ୧. ପ୍ରକୃତରେ —୧. Truly; actually.
- ୨. ସତ୍ୟ ସତ୍ୟ —୨. Rightly; veritably.
- ୩. ଉପଯୁକ୍ତରୂପେ —୩. Fitly; suitably.
- ୪. ଉଚିତରୂପେ —୪. Properly.