ଯଥାବୃତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି.ବିଶେଷଣ - ସମ୍ପାଦନା

ଯେପରି ଘଟିଥିଲା ସେହିପରି —Conformably to what actually took place; as it happened or as it was done.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ପ୍ରକୃତରେ ଘଟିଥିବା ବିଷୟମାନ —୧. The actual facts; the circumstances or details of an event (Apte).
୨. ପୂର୍ବେ ଘଟିଥିବା ଘଟନା —୨. A former event (Apte).