ଯଥାବସ୍ଥିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ଓ କ୍ରି.ବିଶେଷଣ - ସମ୍ପାଦନା

୧. ଯେଉଁ ପରି ଥିଲା ସେହିପରି — ୧. Exactly as it had been.
୨. ସ୍ଥିର; ଅଚଳ (ହିନ୍ଦୀ - ଶ) —୨. Stable; immuteable.
୩. ସତ୍ୟ; ଠିକ୍ (ହିନ୍ଦୀ - ଶ) —୩. Right; exact