ଯଥାକାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି. ବିଶେଷଣ -(ଯଥା+କାଳ, ଅବ୍ୟୟୀଭାବ) ଯଥା ସମ୍ପାଦନା

ସମୟରେ; ଉପଯୁକ୍ତ ସମୟରେ; ନିୟମିତ ସମୟରେ —In due course of time; at the proper time.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଉପଯୁକ୍ତ ସମୟ — proper time.