ଯଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ଅ (ଯଦ୍+ପ୍ରକାରାର୍ଥେ ଥା) ସମ୍ପାଦନା

୧. ଯେଉଁ ପ୍ରକାରେ; ଯେଉଁ ପରି; ଯାଦୃଶ —୧. As; like; in which manner.

[ଉ—ଏଥିର ଆପେକ୍ଷିକ ସହଚର ଶବ୍ଦ ତଥା]

୨. ଉପର୍ଯ୍ୟୁକ୍ତରୂପ —୨. In the above manner.
୩. ଉଦାହରଣ ସ୍ୱରୂପ —୩. Namely; as for example; e. g; viz.
୪. (ଅନ୍ୟ ଶବ୍ଦ ପୂର୍ବେ ଅବ୍ୟୟୀଭାବ ସମାସରେ ଯୁକ୍ତ)—ଅନୁସାରେ — ୪. According to.

(ଯଥା—ଯଥେଚ୍ଛା; ଯଥେଷ୍ଟ)

୫. ଅତିକ୍ରମ ନ କରି —୫. Not exceeding

(ଯଥା —ଯଥାଶକ୍ତି, ଯଥାସାଧ୍ୟ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଜଥା (ଦେଖ) - Jathā (See)