ଯତ ମୈଥୁନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯତ ମୈଥୁନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯତ+ମୈଥୁନ, ବହୁବ୍ରୀହି) ସମ୍ପାଦନା

୧. ସହବାସବିମୁଖ —୧. Averse or disinclined to sexual intercourse.
୨. ସହିବାସ ସମ୍ୱନ୍ଧେ ସଂଯତ —୨. Abstemious in sexual intercourse.