ଯତ୍ପରୋନାସ୍ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ଯତ୍=ଯାହଠାରୁ+ପରଃ=ଶ୍ରେଷ୍ଠ+ ନାସ୍ତି=ନାହିଁ) ସମ୍ପାଦନା

ଯାହାଠାରୁ ବଳି ଆଉ ନାହିଁ; ଅତ୍ୟନ୍ତ —Very much (literally, beyond which not).

[ଯଥା—ମୁଁ ଯତ୍ ପରୋନାସ୍ତି ପରିଶ୍ରମ କରୁଅଛି]