ଯତ୍ନବାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯତ୍ନଶୀଳ—ଅନ୍ୟରୂପ)

(ଯତ୍ନବତୀ, ଯତ୍ନଶୀଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯତ୍ନ+ମତ୍) ସମ୍ପାଦନା

୧. ଚେଷ୍ଟାଯୁକ୍ତ — ୧. Endeavouring; diligent.
୨. ଆଗ୍ରହ ଯୁକ୍ତ —୨. Eager.
୩. ଅଧ୍ୟବସାୟୀ —୩. Persevering.