ଯତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯତ୍ ଧାତୁ+କର୍ତ୍ତୃ.ତ) ସମ୍ପାଦନା

୧. ଚେଷ୍ଟା କରୁଥିବା; ପ୍ରଯତ୍ନ ବିଶିଷ୍ଟ —୧. Exerting (Apte).
୨. ଯତ୍ନ ନେଉଥିବା —୨. Taking care (Apte).
୩. ପ୍ରସ୍ତୁତ; ଉଦ୍ୟତ —୩. Prepared; ready (Apte).
୪. ଯେ ସଂକଳ୍ପ କରିଅଛି —୪. Resolved (Apte).
୫. (+କର୍ମ. ତ) ଯାହା ପ୍ରତି ଯତ୍ନ କରା ଯାଇଅଛି —୫. Cared for; attended to (Apte).