ଯତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ସର୍ବନାମ (ସଂସ୍କୃତ - ଯଦ୍ଶବ୍ଦ ୧ମା. ୧ବ. ନପୁଂ) ସମ୍ପାଦନା

ଯେ; ଯେଉଁ; ଯାହା —Which; What.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ମଧ୍ୟ ବ୍ୟବହୃତ ହୁଏ, ଯଥା—ଯତ୍କିଞ୍ଚିତ୍, ଯତ୍କାଳ ଏହାର ସହଯୋଗୀ ଶବ୍ଦ ତତ୍—ତାହା, ସେ]



ଯତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯତି) ସମ୍ପାଦନା

ସଙ୍ଗୀତର ତାଳ ବିଶେଷ — A sort of beating time in music.