ଯତାହାର
(ଯତଭୋଜନ—ଅନ୍ୟରୂପ)
(ଯତାହାରା, ଯତଭୋଜନା—ସ୍ତ୍ରୀ)
ନିୟମିତ— ଭୋଜୀ; ଖାଇବା ବିଷୟରେ ସଂଯତ —A bstemious; temperate or moderate in eating.