ଯତନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଯତ ଧାତୁ+ଭାବ. ଅନ) ସମ୍ପାଦନା

୧. ପ୍ରଚେଷ୍ଟା; ଉଦ୍ଯୋଗ; ଉଦ୍ୟମ —୧. Endeavour; effort.
୨. ପରିଶ୍ରମ —୨. Exertion; labour.
୩. ଯତ୍ନ; ପ୍ରଯତ୍ନ —୩. Care.

(ଉ—ଆଣିଥିଲୁ ଭାବି କେତେ କଥା ଘନପ୍ରଭା ସୁନ ଗଭା ଅତି ଯତନେ ସଜା଼ଡ଼ିରେ କବିସୂର୍ଯ୍ୟ ସଙ୍ଗୀତ) ===

୪. ସାବଧାନତା ହୁସିଆରୀ — ୪. Caution.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଉପାୟ; ଫିକର —Means.

(ଉ—ନୂତନବୟସୀ ଜିଣିବା ଯତନ ତୁ ନ ଜାଣୁ ପହିଲେ କବିସୂର୍ଯ୍ୟ ସଙ୍ଗୀତ)

ଦେଶଜ - ବିଶେଷଣ - ସମ୍ପାଦନା

୧. ସୁନ୍ଦର ୧. Beautiful; graceful.

(ଉ—ଦିଶିବ ଧରାଧର ଶୋଭା ଯତନ—ରାଧାନାଥ ମେଘଦୂତ)

୨. ସୁଢଳ — ୨. Symmetrical.

(ଉ—ଆଣିଛନ୍ତି ରତ୍ନେ, ହୋଇଛି ସେ ଯତନ କୃଷ୍ଣିସିଂହ. ମହାଭାରତ. ସଭା)



ଯତନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଯତ ଧାତୁ=ଯନ୍ତ୍ରଣା ଦେବା ଣିଚ୍+ଭାବ ଅନ;+ଆ) ସମ୍ପାଦନା

୧. ଯନ୍ତ୍ରଣା;ତୀବ୍ରବେଦନା; ବେଦନା —୧. Acute and extreme pain or sufferings; anguish; pang; torment.
୨. ବୈର ପ୍ରତିଶୋଧ —୨. Requital; retaliation (Apte).
୩. ଯମ ଯାତନା; ପାପୀମାନଙ୍କ ଉପରେ ଯମଙ୍କ ଉତ୍ପୀଡ଼ନ; ନରକଯନ୍ତ୍ରଣା —୩. The torments inflicted by J̄ama on sinners; the torments of hell.

[ଦ୍ରଷ୍ଟବ୍ୟ —ଯେଉଁ ଶବ୍ଦ ମାନଙ୍କ ସଙ୍ଗେ ଯନ୍ତ୍ରଣା ଶବ୍ଦ ଯୁକ୍ତ ହୁଏ ସେମାନଙ୍କ ସଙ୍ଗେ ଯାତନା ଶବ୍ଦ ମଧ୍ୟ ଯୁକ୍ତ ହୋଇପାରେ ଯଥା—ଯମଯାତନା ଗର୍ଭଜାତନା ଇତ୍ୟାଦି]