ଯତଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ଅ (ଯଦ୍+ତସ୍) ସମ୍ପାଦନା

୧. ଯେହେତୁ —୧. Whereas. because; as.
୨. ସୁତରାଂ —୨. Hence.
୩. ଯେତେବେଳେ —୩. When.
୪. ଯେପରି — ୪. How.
୫. ଯେଉଁଠାରୁ; ଯେଉଁ ସ୍ଥାନରୁ — ୫. From which place.
୬. ଯାହାଠାରୁ; ଯେଉଁ ବ୍ୟକ୍ତିଠାରୁ —୬. From which person.
୭. ଯେଉଁ କାରଣରୁ —୭. From which cause; wherefore;
in consequence of which.

୮. ଯେଉଁ ସମୟରୁ —୮. From which time forward ever since.