ଯତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଯତ୍ନ) ସମ୍ପାଦନା

ଯତ୍ନ (ଦେଖ) - —Care (see).

ବିଶେଷଣ - ସମ୍ପାଦନା

ସୁନ୍ଦର —Graceful.

(ଯଥା—ସେ ଯତ୍ନ କରି ମୁଣ୍ଡରେ ଖୋସାଟିଏ ପାରିଛି)

ସଂସ୍କୃତ - ବିଶେଷଣ - (ଯମ୍ ଧାତୁ+କର୍ମ. ତ) ସମ୍ପାଦନା

୧. ସଂଯତ; ବଦ୍ଧ —୧. Tied; bound.
୨. ନିୟମିତ; ନିୟନ୍ତ୍ରିତ — ୨. Restrained; controlled; regulated.
୩. ପରିମିତ —୩. Limited; moderate (Apte)
୪. ଶାସିତ; ବଶକୁ ଆନୀତ —୪. Governed; controlled.

ସଂସ୍କୃତ - ବିଶେଷ୍ୟ - (ଯମ୍ ଧାତୁ+ଭାବ. ତ) ସମ୍ପାଦନା

ସଂଯମ — Restraint; control.

[ଉ—ସତ ଯତ ଦୟା ଶାନ୍ତି ମନ୍ତ୍ର ଯନ୍ତ୍ରମାନ, ଛାୟା ଯେ ଅବାଡ଼ ଜ୍ୟୋତି ସମାଧି ସାଧନ ପ୍ରାଚୀ—ଶ୍ରୀଗୁରୁଭକ୍ତି. ଗୀତା]

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ପଦଦ୍ୱାରା ଗଜ ତା଼ଡନ —Goading an elephant by the rider's feet.