ଯଜ୍ୱା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଯଜ୍ୱରୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଯଜ ଧାତୁ+କର୍ତ୍ତୃ. ବନ୍; ୧ମା. ୧ବ) ସମ୍ପାଦନା

୧. ଯାଜ୍ଞକ; ବେଦବିଧାନାନୁସାରେ ଯାଗକର୍ତ୍ତା — ୧. A performer of J̄ajn̄a according to the vedic rules.
୨. [ଭାବ+ବନ୍] ପୂଜା —୨. Worshipping (Apte),
୩. [+ ଅଧିକରଣ ବନ୍] ଯଜ୍ଞ —୩. A sacrifice (Apte)
୪. (+କର୍ତ୍ତୃ. ବନ୍)—ବିଷ୍ଣୁ —୪. Bishṇu (Apte).

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଯଜ୍ଞକାରୀ —୧. Sacrificing.
୨. ପୂଜାକାରୀ —୨. Worshipping.