ଯଜ୍ୱ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଯ଼ଜ୍ ଧାତୁ+କର୍ମ. ବ) ସମ୍ପାଦନା

ପୂଜନୀୟ — Adorable (Apte).

ସଂସ୍କୃତ - ବିଶେଷ୍ୟ - (+ଭାବ. ବ) ସମ୍ପାଦନା

୧. ପୂଜାକର୍ମ —୧. Worshipping (Apte).
୨. ଯଜ୍ଞ —୨. A sacrifice (Apte).