ଯଜ୍ୟୁ
ଯଜ୍ୟୁ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ଯଜଧାତୁ+କର୍ତ୍ତୃ. ଯୁ)
ସମ୍ପାଦନା- ୧. ଧାର୍ମିକ; ପୂଣ୍ୟାତ୍ମା —୧. Pious; devout (Apte).
- ୨. ପୂଜାକାରୀ —୨. Worshipping (Apte).
ବିଶେଷ୍ୟ -
ସମ୍ପାଦନା- ୧. ଯଜୁର୍ବେଦୀ ବ୍ରାହ୍ମଣ (ହିନ୍ଦୀ - ଶ) —୧. A Brāhmaṇa studying the J̄ajurbeda
- ୨. ଯଜୁର୍ବେଦଜ୍ଞ ଫୁରୋହିତ —୨. A priest familiar with the J̄ajurbeda (Apte).
- ୩. ଯଜମାନ (ହିନ୍ଦୀ - ଶ) —୩. A perfomer of Sacrifices.