ଯଜ୍ୟୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଯଜଧାତୁ+କର୍ତ୍ତୃ. ଯୁ) ସମ୍ପାଦନା

୧. ଧାର୍ମିକ; ପୂଣ୍ୟାତ୍ମା —୧. Pious; devout (Apte).
୨. ପୂଜାକାରୀ —୨. Worshipping (Apte).

ବିଶେଷ୍ୟ - ସମ୍ପାଦନା

୧. ଯଜୁର୍ବେଦୀ ବ୍ରାହ୍ମଣ (ହିନ୍ଦୀ - ଶ) —୧. A Brāhmaṇa studying the J̄ajurbeda
୨. ଯଜୁର୍ବେଦଜ୍ଞ ଫୁରୋହିତ —୨. A priest familiar with the J̄ajurbeda (Apte).
୩. ଯଜମାନ (ହିନ୍ଦୀ - ଶ) —୩. A perfomer of Sacrifices.