ଯଜ୍ଞ ଡିମ୍ୱିରି

ଉଚ୍ଚାରଣ

ସମ୍ପାଦନା
  • ରୋ.ଟ୍ରା. — J̄ajn̄a dimbiri
  • ଆଇ.ପି.ଏ. — dʒˈʌɡɡõ ɖˈɔ hɾˌɔʃʃoˈikaɾ mˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ ɾˈɔ hɾˌɔʃʃoˈikaɾ

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯଜ୍ଞୋଦୁମ୍ୱର)

ସମ୍ପାଦନା

ଏକ ପ୍ରକାର ବଡ଼ ଡିମ୍ୱିରି —A kind of fig.

[ଦ୍ରଷ୍ଟବ୍ୟ — ଏହା ଔଷଧରେ ଲାଗେ ଓ ଏହାର କାଠ ସମିଧ ରୂପେ ହୋମରେ ଲାଗେ ]