ଯଜ୍ଞ ଘିଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂସ୍କୃତ - ଯଜ୍ଞ ଘୃତ)

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯଜ୍ଞରେ ହୋମ କରାଯିବା ନିମନ୍ତେ ଉତ୍ସୃଷ୍ଟ ଘୃତ; ଆଜ୍ୟ —The ghe set apart for offering unto fire.

[ଉ—ଯଜ୍ଞ ଘିଅ କୁକୁର ଖାଇବା ନ୍ୟାୟ—ପ୍ରବଚନ]