ଯଜ୍ଞୀୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଯଜ୍ଞ+ସମ୍ୱନ୍ଧୀର୍ଥେ ଈୟ) ସମ୍ପାଦନା

୧. ଯଜ୍ଞ ସମ୍ୱନ୍ଧୀୟ — ୧. Sacrificial.
୨. ଯଜ୍ଞ ଡିମିରି (ଦେଖ) - ୨. J̄ajn̄a ḍimiri (See)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଡିମିରି ଗଛ (ହିନ୍ଦୀ - ଶ.) —Fig tree.