ଯଜ୍ଞିୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଯଜ୍ଞ+ହିତାର୍ଥ ଇୟ) ସମ୍ପାଦନା

୧. ଯଜ୍ଞ ସମ୍ୱନ୍ଧୀୟ — ୧. Sacrificial (Apte).
୨. ପବିତ୍ର — ୨. Holy (Apte).
୩. ପୂଜ୍ୟ —୩. Adorablt (Apte).
୪. ପୁଣ୍ୟାତ୍ମା —୪. Pious; devout (Apte).

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଦେବତା —୧. A god; Deity (Apte).
୨. ଦ୍ୱାପରଯୁଗ —୨. The ୩rd or Dwāpara J̄uga.