ଯଜ୍ଞିୟ
ଯଜ୍ଞିୟ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ଯଜ୍ଞ+ହିତାର୍ଥ ଇୟ)
ସମ୍ପାଦନା- ୧. ଯଜ୍ଞ ସମ୍ୱନ୍ଧୀୟ — ୧. Sacrificial (Apte).
- ୨. ପବିତ୍ର — ୨. Holy (Apte).
- ୩. ପୂଜ୍ୟ —୩. Adorablt (Apte).
- ୪. ପୁଣ୍ୟାତ୍ମା —୪. Pious; devout (Apte).
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଦେବତା —୧. A god; Deity (Apte).
- ୨. ଦ୍ୱାପରଯୁଗ —୨. The ୩rd or Dwāpara J̄uga.