ଯଜ୍ଞାଙ୍ଗ
ଯଜ୍ଞାଙ୍ଗ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
ସମ୍ପାଦନା- ୧. ଯଜ୍ଞର ଅବୟବ ବା ଆବଶ୍ୟକ ଅଂଶ —୧. The essential part of sacrificial ceremony.
- ୨. ଯଜ୍ଞ ଡିମିରି (ଗଛ) (ଦେଖ) - —୨. J̄ajn̄a ḍimiri (tree) (See)
- ୩. ଖଦିର ବୃକ୍ଷ —୩. The catechu tree.
- ୪. ବ୍ରାହ୍ମଣଝାଟିଆ ଗଛ —୪. Saponanthus Indica.
- ୫. ସୋମଲତା —୫. The Soma creeper.
- ୬. ବିଷ୍ଣୁ —୬. A name of Bishṇu.