ଯଜ୍ଞଘ୍ନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ. (ଯଜ୍ଞ+ହନ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଯଜ୍ଞରେ ବାଧା ଦେବାବାଲା —Obstructing a sacrifice.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ରାକ୍ଷସ —A demon.