ଯଜୁର୍ବେଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଯଜୁସ୍+ବେଦ+କର୍ତ୍ତୃ ଇନ୍) ସମ୍ପାଦନା

୧. ଯଜୁର୍ବେଦ ସମ୍ୱନ୍ଧୀୟ —୧. Relating to J̄ajurbeda.
୨. ଯଜୁର୍ବେଦାଧ୍ୟାୟୀ —୨. Studying the J̄jurbeda.

ବିଶେଷ୍ୟ - ସମ୍ପାଦନା

୧. ଯଜୁର୍ବେଦାଧ୍ୟାୟୀ ବ୍ରାହ୍ମଣ —୧. A Brāhmaṇa learned in the J̄ajurbeda.
୨. ଯଜୁର୍ବେଦୋକ୍ତ କ୍ରିୟାକାଣ୍ଡର ଅନୁଷ୍ଠାତା ବ୍ରାହ୍ମଣ —୨. A Brāhmantod;a who follows the rituals of the J̄ajurbeda.