ଯଜୁର୍ବେଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଯଜୁଃ ୧ (ଦେଖ) - J̄ajuḥ ୧ (See)

[ଯଜୁର୍ବେଦ ଦୁଇ ଭାଗରେ ବିଭକ୍ତ ୧ ଶୁଳ୍କ ବା ବାଜ— ସନେୟ ୨ କୃଷ୍ଣ ବା ତୈତ୍ତିରୀୟ; ଏଥିରେ ଧର୍ମ୍ମସମ୍ୱନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି ଧନୁର୍ବେଦ ଯଜୁର୍ବେଦର ଉପବେଦ ଅଟେ ଯଜୁର୍ବେଦର ମନ୍ତ୍ରମାନ ଗଦ୍ୟରେ ରଚିତ ଏହି ବେଦରେ ଦର୍ଶ, ପୂର୍ଣ୍ଣମାସ, ଅଶ୍ୱମେଧ ଓ ନରମେଧ ଯଜ୍ଞ ବର୍ଣ୍ଣିତ ହୋଇଅଛି ଯଜୁର୍ବେଦର ଦୁଇ ଶାଖା; ଏହାର ଅଧିପତି ଶୁକ୍ର; ବକ୍ତା କୃଷ୍ଣ ଦ୍ୱୈପାୟନ ଓ ଶ୍ରୋତା ବୈଶମ୍ପାୟନ ଉତ୍କଳର ବ୍ରାହ୍ମଣମାନେ ଅଧିକାଂଶ ଯଜୁର୍ବେଦୀ ଯଜୁର୍ବେଦର ଶୁକ୍ଳ ବା ବାଜସନେୟ ଯଜୁଃର ଅଂଶ ଯାଜ୍ଞବଲ୍କଙ୍କଦ୍ୱାରା କଥିତ; ଶୁକ୍ଳ ଯଜୁଃର ଅନ୍ୟ ନାମ ବାଜସନେୟ; (ବାଜସନି=ସୂର୍ଯ୍ୟ) ଅର୍ଥାତ୍ ସୂର୍ଯ୍ୟଙ୍କ ଠାରୁ ପ୍ରାପ୍ତ; ସୂର୍ଯ୍ୟ ଅଶ୍ୱରୂପ ଧାରଣ କରି ଯାଜ୍ଞବଳ୍କଙ୍କୁ ଏହା କହିଥିଲେ ଓ ଯାଜ୍ଞବଳ୍କ ଏହାକୁ ପୃଥିବୀରେ ଅବତାରଣା କଲେ) କୃଷ୍ଣ ବା ତୈତ୍ତିରୀୟ ଅଂଶ ତିତ୍ତିରି ମୁନିଙ୍କଦ୍ୱାରା କଥିତ]