ଯଜୁଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯଜୁର୍ବେଦ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ — (ଯଜ୍ ଧାତୁ+କରଣ ଉସ୍) ସମ୍ପାଦନା

୧. ଦ୍ୱିତୀୟ ବେଦ — ୧. The Jajur Beda; the ୨nd of the ୪. Bedas or Hindu Scriptures.
୨. ଯଜ୍ଞୀୟ ସ୍ତବ ବା ମନ୍ତ୍ର —୨. A sacirficiaprayer or formula (Apte)
୩. ଯଜୁର୍ବେଦୋକ୍ତ ଗଦ୍ୟ ମନ୍ତ୍ର —୩. A text or body sacred mantras in prose muttered at sacrifices (Apte).