ଯଜୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯଜିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଯଜ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ) ସମ୍ପାଦନା

୧. ଯଜ୍ଞକାରୀ —୧. Sacrificing.
୨. ପୂଜାକାରୀ —୨. Worshipping; adoring.