ଯଜାକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ.—(ଯଜ୍ ଧାତୁ+କର୍ତ୍ତୃ. ଅକ) ସମ୍ପାଦନା

୧. ଦାତା — ୧. Liberal (Apte).
୨. ପୂଜାକାରୀ — ୨. Worshipping (Apte).