ଯଜମାନୀ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଯଜମାନ ସମ୍ୱନ୍ଧୀୟ —Relating to J̄ajamāna

[ଯଥା—ମୋର ଯଜମାନୀ ବୃତ୍ତି ଅଛି]

(ଯଜମାନିଆ—ଅନ୍ୟବିଶେଷଣ - ରୂପ)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଯଜମାନୀ ବୃତ୍ତି —୧. Priesthood.
୨. ଯଜମାନୀ ହେବାର ଅବସ୍ଥା —୨. The state of being a J̄ajamāna.