ଯଜନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବି—(ଯଜ୍ ଧାତୁ+ଭାବ. ଅନ) ସମ୍ପାଦନା

୧. ଆପଣା ପାଇଁ ଯାଗ କରିବା —୧. Offering Sacrifiee for oneself.

[ଦ୍ରଷ୍ଟବ୍ୟ —ଯଜମାନ ପାଇଁ ଯୋଗ କରିବାକୁ ଯାଜନ ବୋଲାଯାଏ ]

୨. ପୂଜନ; ପୂଜା କରିବା — ୨. Worshipping.
୩. (+କରଣ ଅନ)—ଯାଗ ୩. Sacrifice (Apte).
୪. (+ଅଧିକରଣ ଅନ) ଯଜ୍ଞସ୍ଥାନ —୪. A place of sacrifice (Apte).