ଯଚ୍ନିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ସମ୍ୱଲପୁର) ସମ୍ପାଦନା

ମାଗଣା; ଅଯାଚିତଭାବରେ ପ୍ରାପ୍ତ —Got gratis; got quite unasked.

(ଯଥା—ଯଚ୍ନିୟା ମାଲର ରଙ୍ଗ ନାହିଁ —ଢଗ=ଅଯାଚିତୋପସ୍ଥିତ ଦ୍ରବ୍ୟର ମୂଲ୍ୟ ନାହିଁ)