ଯଚ୍ଛ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଯଶଃ)

ସମ୍ପାଦନା
୧. ଯଶଃ; କୀର୍ତ୍ତି —୧. Renown.
୨. ସୁଖ୍ୟାତି; ସୁନାମ —୨. Good reputation.
୩. ବାହାଦୁରୀ; ପ୍ରଶଂସା — ୩. praise.